Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମା' ସମଲେଶ୍ବରୀଙ୍କ ମନ୍ଦିରରେ ବିଜେଡି ଝଣ୍ଡା

Swayangprajna Mishra
Browse all articles by Swayangprajna Mishra
·2 years ago
ମା' ସମଲେଶ୍ବରୀଙ୍କ ମନ୍ଦିରରେ ବିଜେଡି ଝଣ୍ଡା

ସମ୍ବଲପୁର : ସୀମା ଟପିଲା ବିଜୁ ଜନତା ଦଳର ପ୍ରଚାର । ସମଲେଶ୍ବରୀ ମନ୍ଦିର ଭିତରେ ବିଜେଡି ଝଣ୍ତା ଦେଖିଵାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭାଇରଲ ଭିଡିଓ ଦେଖିବାକୁ ମିଲିଛି । ସମ୍ବଲପୁର ଅଧିଷ୍ଟାତ୍ରୀ ଦେବୀ ମାଁ ସମଲେଶ୍ଵରୀ ମନ୍ଦିର ଭିତରେ ବିଜେଡିର ଝଣ୍ତା ସାଇତି ରଖାଯାଇଛି । ଯାହାକି ପ୍ରତିଦିନ ସମସ୍ତଙ୍କ ନଜରେ ଆସୁଥିବା ବେଳେ କେହି ତାକୁ ପ୍ରତିବାଦ କରିନାହାନ୍ତି ।

ଅଧିକ ପଢନ୍ତୁ : ବିଜେଡି ନେତାଙ୍କ ପାୱାର ମୋହ ଛାଡୁନି ?

ମନ୍ଦିର ଭିତରେ ବିଜେଡି ଝଣ୍ତା ସାଇତି ରଖାଯାଇଥିବା ଦେଖା ଯିବା ପରେ ମନ୍ଦିର ପ୍ରଶାସନ ଭୁମିକା ଉପରେ ପ୍ରଶ୍ନ ଉଠିଛି । ବିଜେଡି ଝଣ୍ତା ଜାଣି ଶୁଣି ରଖାଯାଇଛି ନାଁ ଜାଣିଥିଲେ ମଧ୍ୟ ଫିଙ୍ଗା ଯାଉନି କି ? ଏଭଳି ପ୍ରଶ୍ନ ସାଧାରଣରେ ଉଠିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A BJD flag was found inside Samaleswari temple | Argus News