ମହାନଦୀରେ ବୁଡ଼ିଲା ଡଙ୍ଗା, ଜଣେ ନିଖୋଜ
·2 years ago

କଟକ: ମହାନଦୀରେ ବୁଡ଼ିଲା ଡଙ୍ଗା । ଡଙ୍ଗାରେ ଥିବା ୫ ଜଣ ପହଁରି କୂଳକୁ ଆସିଥିବା ବେଳେ ଜଣେ ଏବେ ବି ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ମହାନଦୀରେ ଡଙ୍ଗାରେ ବୁଲିବା କାଳ ହେଲା । ସାଙ୍ଗ ଘରକୁ ବୁଲି ଆସି ମହାନଦୀରେ ନିଖୋଜ ।
ସୂଚନାମୂତାବକ, ବାଙ୍କୀ ଥାନା ଅନ୍ତର୍ଗତ ରତାଗଡ ପଂଚାୟତର ସହଙ୍ଗା ଗୋପାଳପୁର ଗାଁରେ ମହାନଦୀରେ ଡଙ୍ଗାରେ ୪ ଜଣ ସାଙ୍ଗ ବୁଲୁ ଥିବା ବେଳେ ଡଙ୍ଗା ଓଲଟି ପଡ଼ିଥିଲା । ଫଳରେ ୫ ଜଣଙ୍କ ମଧ୍ୟରୁ ଚାରି ଜଣ ପହଁରି କୂଳକୁ ଆସି ଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: