Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆମ୍ବ ଗଛରେ ପିଟିହେଲା କାର, ଦୁର୍ଘଟଣାରେ ୨ ମୃତ

Rashmita Mishra
Browse all articles by Rashmita Mishra
·1 year ago
ଆମ୍ବ ଗଛରେ ପିଟିହେଲା କାର, ଦୁର୍ଘଟଣାରେ ୨ ମୃତ

ଅର୍ଗସ ବ୍ୟୁରୋ: ଆମ୍ବଗଛରେ ପିଟିହେଲା କାର। ଘଟଣା ସ୍ଥଳରେ ଦୁଇ ମୃତ, ଜଣେ ଗୁରୁତର । ଗୋପ-କୋଣାର୍କ ରାସ୍ତାର ଜୁଣେଇ ବଜାରରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଭୁବନେଶ୍ୱରରୁ କୋଣାର୍କ ବୁଲିବାକୁ ଆସିଥିବା ବେଳେ ଘଟିଛି ଏଭଳି ଅଘଟଣ । ମୃତକ ହେଲେ କଟକ ଜିଲ୍ଲା କଣ୍ଟାପଡା ଅଞ୍ଚଳର ବିଶ୍ଵଜିତ ସାହୁ ଓ ଭୁବନେଶ୍ୱରର ପ୍ରଦୀପ ବେହେରା। ଆହତ ତପନ ସାହୁ ଗୁରୁତର ଥିବା ସୂଚନା । ଭୁବନେଶ୍ୱରରୁ କୋଣାର୍କ ବୁଲିବାକୁ ଆସିଥିବା ବେଳେ ଘଟିଛି ଏଭଳି ଅଘଟଣ । ମୃତକ ହେଲେ କଟକ ଜିଲ୍ଲା କଣ୍ଟାପଡା ଅଞ୍ଚଳର ବିଶ୍ଵଜିତ ସାହୁ ଓ ଭୁବନେଶ୍ୱରର ପ୍ରଦୀପ ବେହେରା। ଆହତ ତପନ ସାହୁ ଗୁରୁତର ଥିବା ସୂଚନା ।  

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A car hit a mango tree, 2 died in the accident | Argus News