|
logo
Live

Argus News - ଫିଲ୍ମ ହିଟ ହେବା ପରେ ଖାଲି ନାଟକ ଚାଲିଛି : ପ୍ରଯୋଜକ 

Odisha

ଫିଲ୍ମ ହିଟ ହେବା ପରେ ଖାଲି ନାଟକ ଚାଲିଛି : ପ୍ରଯୋଜକ 

Manini Pattanayak
Browse all articles by Manini Pattanayak
·2 years ago
ଫିଲ୍ମ ହିଟ ହେବା ପରେ ଖାଲି ନାଟକ ଚାଲିଛି : ପ୍ରଯୋଜକ 

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ମାଲ୍ୟଗିରି ପ୍ରଯୋଜକଙ୍କ ନାଁରେ ଠକେଇ ଅଭିଯୋଗ ମାମଲା। ଏନେଇ ମୁହଁ ଖୋଲିଛନ୍ତି ପ୍ରଯୋଜକ ନିରଞ୍ଜନ ନାୟକ। ନିରଞ୍ଜନଙ୍କ କହିବା ମୁତାବକ କେବେ ଆଉ କେତେ ଟଙ୍କା ଦିଆଯିବ ଏନେଇ କ୍ରିଉ ମେମ୍ବରଙ୍କ ସହ ପୂର୍ବରୁ କୌଣସି ଆଲୋଚନା ହୋଇନଥିଲା ।

ସେମାନେ ସେମାନଙ୍କ ପାରିଶ୍ରମିକ ବାବଦକୁ ୨୦ ହଜାର ଟଙ୍କା ପାଇ ସାରିଛନ୍ତି।  କ୍ରିଉ ମେମ୍ବରଙ୍କୁ ଚେକ୍ ପ୍ରଦାନ କରାଯାଇଥିଲା, କିନ୍ତୁ ସେହି ଚେକଟି ବାଉନ୍ସ ହୋଇନି ବରଂ ଷ୍ଟକ୍ କରାଯାଇଛି ବୋଲି କହିଛନ୍ତି ପ୍ରଯୋଜକ । ଏବେ ଫିଲ୍ମ ହିଟ ହେବା ପରେ ଖାଲି ନାଟକ ଚାଲିଛି। ସଂସ୍ଥା ପକ୍ଷରୁ ସେମିତି କିଛି ହୋଇନାହିଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି  । 
ଅଧିକ ପଢନ୍ତୁୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଫିଲ୍ମ ହିଟ ହେବା ପରେ ଖାଲି ନାଟକ ଚାଲିଛି : ପ୍ରଯୋଜକ  | Argus News