Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ନଦୀ ପଠାରେ ବୁଲୁଛି କୁମ୍ଭୀର

Odisha

ନଦୀ ପଠାରେ ବୁଲୁଛି କୁମ୍ଭୀର

Ritu Das
Browse all articles by Ritu Das
·2 years ago
ନଦୀ ପଠାରେ ବୁଲୁଛି କୁମ୍ଭୀର

ନଦୀ ପଠାରେ ବୁଲୁଛି କୁମ୍ଭୀର। ଉଦ୍ଧାର କରିଛି ବନବିଭାଗ, ସୂଚନା ଅନୁଯାଇ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କେନ୍ଦୁପଲ୍ଲୀ ଗାଁ ନିକଟ ମହାନଦୀ କୂଳରେ ଏକ ବିଶାଳ କୁମ୍ଭୀର ବାଲି ଉପରେ ଦେଖି ଭୟଭୀତ ହୋଇପଡ଼ିଥିଲେ ଗ୍ରାମବାସୀ।

ଖବର ପାଇ ବନ ବିଭାଗ କୁମ୍ଭୀରଟିକୁ ଉଦ୍ଧାର କରି ସାତକୋଶିଆ ଗଣ୍ଡରେ ନେଇ ଛାଡିଥିବାବେଳେ ସ୍ଥାନୀୟବାସି ଭୟଭୀତ ହୋଇଯାଇଛନ୍ତି ।ଅନ୍ୟ ପକ୍ଷରେ ବନବିଭାଗ ତରଫରୁ ସ୍ଥାନୀୟ ବାସୀଙ୍କୁ ସତର୍କ ମଧ୍ୟ କରାଯାଇଛି ନଦୀ ପଠାକୁ ନ ଯିବା ପାଇଁ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
A crocodile is | Argus News