Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସାଳନ୍ଦୀ ନଦୀପଠାରୁ ମଇଁଷିକୁ ଝାମ୍ପିନେଲା କୁମ୍ଭୀର

Odisha

ସାଳନ୍ଦୀ ନଦୀପଠାରୁ ମଇଁଷିକୁ ଝାମ୍ପିନେଲା କୁମ୍ଭୀର

Banajyotshna Ray
Browse all articles by Banajyotshna Ray
·1 year ago
ସାଳନ୍ଦୀ ନଦୀପଠାରୁ ମଇଁଷିକୁ ଝାମ୍ପିନେଲା କୁମ୍ଭୀର

ଅର୍ଗସ ବ୍ୟୁରୋ:  ସାଳନ୍ଦୀ ନଦୀପଠାରୁ ମଇଁଷିକୁ ଝାମ୍ପିନେଲା କୁମ୍ଭୀର । ଭଦ୍ରକ ଆରଡ଼ି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀ ପଠାରେ   ମଇଁଷଟି ପାଣି ପିଉଥିବା ବେଳେ ଝାମ୍ଫିନେଇଛି  କୁମ୍ଭୀରଟି ।  ହିଂସ୍ର କୁମ୍ଭୀରଟି ୧୫\୧୬ ଫୁଟ୍‌ ଲମ୍ବର ହୋଇଥିବାରୁ ନଦୀକୂଳ ଦେଇ ଘୂରି ବୁଲୁଥିବାରୁ ଗାଁରେ କକୁଆ ଭୟ ସୃଷ୍ଟି ହୋଇଛି । ଏପରିକି ନଦୀକୂଳିଆ ଲୋକ ଭୟରେ ନଦୀକୂଳକୁ ଜଗି ରହିଛନ୍ତି । ପ୍ରତିଦିନ ନଦୀବନ୍ଧ ଦେଇ ଶତାଧିକ ପିଲା ଗାଁ ସ୍କୁଲକୁ ଯାଉଥିବା ବେଳେ, ଗ୍ରାମବାସୀ ବି ୟାତାୟତ କରୁଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A crocodile saw from the Salandi river | Argus News