କନ୍ଦଳ ଜଳଜଳ, ଆଶାୟୀ ମାଳମାଳ: ନିର୍ବାଚନ ପାଇଁ ଜୋର୍ ଧରୁଛି ଲବି
·2 years ago

ଅର୍ଗସ ବ୍ୟୁରୋ: କନ୍ଦଳ ଜଳଜଳ, ଆଶାୟୀ ମାଳମାଳ । ନିର୍ବାଚନ ପାଇଁ ଲବି ଜୋର୍ ଧରୁଛି । ନବୀନ ନିବାସରେ ନେତାଙ୍କ ଅସମ୍ଭାଳ ଭିଡ। ଧନ୍ୟବାଦ୍ ଆଳ ରେ ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ। ନବୀନ ନିବାସରେ ବିଧାୟକ ଅନନ୍ତ ଜେନା ଏବଂ ଟିକେଟ ଆଶାୟୀ ଅମରେଶ ଜେନା ପହଞ୍ଚିଛନ୍ତି। ଅମରେଶଙ୍କ ବନ୍ଧୁ ମିଳନ ପୂର୍ବରୁ ଦଳୀୟ ବିଶୃଙ୍ଖଳାକୁ ଚାପିବାକୁ ନବୀନ ନିବାସରେ କସରତ ଚାଲିଛି । ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ ଅମାତ ତଥା ପୂର୍ବତନ ସାଂସଦ ଅମର ପଟ୍ଟନାୟକ ନବୀନ ନିବାସରେ ଅଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: