Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଣୀବିହାର ରେଳଧାରଣା କଡ଼ରେ ପଡିଛି ମୃତଦେହ

Ritu Das
Browse all articles by Ritu Das
·2 years ago
ବାଣୀବିହାର ରେଳଧାରଣା କଡ଼ରେ ପଡିଛି ମୃତଦେହ

ଅର୍ଗସ ବ୍ୟୁରୋ: ବାଣୀବିହାର ରେଳଧାରଣା କଡ଼ରେ ପଡିଛି ମୃତଦେହ। ଘଟଣା ସ୍ଥଳରେ ଜିଆରପି ଓ ସହିଦନଗର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି। ଏଯାଏ ମୃତଦେହର ପରିଚୟ ମିଳିନାହିଁ। 

ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ ପହଞ୍ଚି ନମୁନା ସଂଗ୍ରହ କରିଛି। ଟ୍ରେନ ଲାଇନରେ କଟି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ନା ଆଉ କିଛି କାରଣ ରହିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A dead body has found | Argus News