Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘର ଭିତରୁ ମିଳିଲା ରକ୍ତାକ୍ତ ମୃତଦେହ

Odisha

ଘର ଭିତରୁ ମିଳିଲା ରକ୍ତାକ୍ତ ମୃତଦେହ

Swayangprajna Mishra
Browse all articles by Swayangprajna Mishra
·2 years ago
ଘର ଭିତରୁ ମିଳିଲା ରକ୍ତାକ୍ତ ମୃତଦେହ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୋଲସରା ଏନଏସି ବଜାର ସାହି ଛକ ନିକଟ ଏକ ଘରୁ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି l ମୃତ ବ୍ୟକ୍ତି ହେମନ୍ତ କନକ ଗୋହି ଓରଫ ଟିନିଆ ହୋଇଥିବା ଜଣାପଡିଛି l ଗତ ରାତିରେ ହେମନ୍ତ ନିଜ ଭଡା ଘରେ ରହିଥିବା ସମୟରେ କେହି ତାଙ୍କ ମୁଣ୍ଡକୁ  ଛୁରୀ ଆକ୍ରମଣକରି ହତ୍ୟା କରିଥିବା ଅନୁମାନ କରାଯାଉଛି l ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ଅଧିକ ପଢନ୍ତୁ : ୬ ମାସ ପୁଅର ତଣ୍ଟି କାଟିଲା ମାଆ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A deadbody was found inside the room | Argus News