Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଗ୍ନିକାଣ୍ଡ ଘଟି ଜଳିଗଲା ୪ବଖରା ଘର

Ritu Das
Browse all articles by Ritu Das
·2 years ago
ଅଗ୍ନିକାଣ୍ଡ ଘଟି ଜଳିଗଲା ୪ବଖରା ଘର

ଅର୍ଗସ ବ୍ୟୁରୋ: ବନ୍ତ ତହସିଲ ସେଣ୍ଡତୀରା ପଞ୍ଚାୟତ ଫୁଲଗାଡିଆ ଗାଁରେ ଅଗ୍ନିକାଣ୍ଡ ଘଟି ୪ପରିବାରର ୪ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଛି। ପ୍ରଥମେ ଭରତ ପାତ୍ରଙ୍କ ଘରେ ନିଆଁ ଲାଗି ପରବର୍ତ୍ତୀ ସମୟରେ ସୁଦାମ ପାତ୍ର, ସୁରେନ୍ଦ୍ର ପାତ୍ର, ଅଜିତ୍ ପାତ୍ରଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା। 

ଅଗ୍ନିକାଣ୍ଡରେ ସମସ୍ତ ଆସବାବ ପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଖବରପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A fire broke out | Argus News