ଚଳନ୍ତା ବସରେ ଲାଗିଲା ନିଆଁ
·2 years ago

କଟକ : ଚଳନ୍ତା ବସରେ ଲାଗିଲା ନିଆଁ । ଖାନାଗର ନିକଟରେ ବସ ଯାଉଥିବା ସମୟରେ ବସ ଲଗେଜ କାରୀୟର ରୁ ହଟାତ ଧୂଆଁ ବାହାରିବା ପରେ ନିଆଁ ଲାଗିଥିଲା ।
ଯାତ୍ରୀ ଭୟରେ ବସ୍ରୁ ଓହ୍ଲାଇବା ପଡିଥିଲେ। ତେବେ ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ବସ କର୍ମଚାରୀ ଓ ସ୍ଥାନୀୟ ଲୋକ । ନିଆ ଲାଗିବର କାରଣ ଅସ୍ପଷ୍ଟ । ସୂଚନାମୁତାବକ ବସ ଟି ନେତାଜୀ ବସ୍ ଟର୍ମିନାଲ ରୁ ବାହାରି ପାଲ ଲହଡ଼ାଯାଉଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: