Videos
|
Odisha

ପରିବା ମାର୍କେଟରେ ଅଗ୍ନିକାଣ୍ଡ ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ପରିବା ଦୋକାନ

Rashmita Mishra
Browse all articles by Rashmita Mishra
·1 year ago
ପରିବା ମାର୍କେଟରେ ଅଗ୍ନିକାଣ୍ଡ ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ପରିବା ଦୋକାନ

ଅର୍ଗସ ବ୍ୟୁରୋ: ଗଞ୍ଜାମ ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ଅଗ୍ନିକାଣ୍ଡ । ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ପରିବା ଦୋକାନ । ଲକ୍ଷାଧିକ ଟଙ୍କାର ପନିପରିବା ସହ ବିଦ୍ୟୁତ୍‌ ସରଞ୍ଜାମ ନଷ୍ଟ । ବିଳମ୍ବିତ ରାତିରେ ମାର୍କେଟରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଆସିକା ଅଗ୍ନିଶମ ବାହୀନ  ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡର କାରଣ କାରଣ ଜଣାପଡି ନାହିଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: