ଧାନ କାଟୁଥିବାବେଳେ ମେସିନ୍ ରେ ଲାଗିଲା ନିଆଁ
·2 years ago

ପୁରୀ: ଧାନ କାଟୁଥିବାବେଳେ ମେସିନ୍ ରେ ଲାଗିଲା ନିଆଁ । ପିପିଲି ଅରିସଲ ଲହଙ୍ଗା ଅଂଚଳରେ ଏକ ହାରବେଷ୍ଟର ଧାନ ଅମଳ ମେସିନରେ ଧାନ କାଟୁଥିବା ସମୟରେ ହଠାତ ଲାଗିଲା ନିଆଁ । ମେସିନ ଚାଳକ ଜୀବନ ବିକଳରେ ପଳାଇଥିବାବେଳେ ପାଚିଲା ଧାନ ବିଲରେ ମେସିନରେ ଲାଗିଥିବା ନିଆଁ ଦେଖି ଚାଷୀ ଓ ମେସିନ ଚାଳକ ଭୟବିତ ହୋଇପଡିଥିଲେ । ଏପଟେ କାହିଁକି ଲାଗିଲା ନିଆଁ କାରଣ ଅସ୍ପଷ୍ଟ ଥିବାବେଳେ ନିଆଁ ଲାଗିବା ଦେଖି ଲୋକେ ଏକାଠି ହୋଇ ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: