Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧାନଗଦାରେ ନିଆଁ ଲାଗି ପାଉଁଶ ହୋଇଗଲା

Ritu Das
Browse all articles by Ritu Das
·1 year ago
ଧାନଗଦାରେ ନିଆଁ ଲାଗି ପାଉଁଶ ହୋଇଗଲା

ଅର୍ଗସ ବ୍ୟୁରୋ: କୋରାପୁଟ ଜିଲ୍ଲା ଲଷ୍ମୀପୁର ବ୍ଲକ ଅନର୍ଗତ କୁମ୍ଭାରଗୁଡା ଗାଁରେ ପାଞ୍ଚଟି ଧାନ ଗଦାରେ ନିଆଁ ଲାଗି ପାଉଁଶ ହୋଇଗଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ନିଆଁକୁ ଆୟତ୍ତ କରିବାକୁ ଗ୍ରାମବାସୀ ଚେଷ୍ଟା ଜାରି ରଖିଛନ୍ତି। 

ଧାନ ଚାଷୀ ପରିବାର ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ପଡିଯାଇଥିବା ଧାନର ମୂଲ୍ୟ ପାଖାପାଖି 50 ହଜାରୁ ଉର୍ଦ୍ଧ ଟଙ୍କାର ଧାନ ପଡି ନଷ୍ଟ ହୋଇଯାଇଛି। ଚାଷୀ ପରିବାରକୁ ସରକାରୀ ସହାୟତା ପାଇଁ ନିବେଦନ କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored