ସୋନ ନଦୀରେ ଆସିଲା ବନ୍ୟାପାଣି
·1 year ago

ଅର୍ଗସ ବ୍ୟୁରୋ: ସୋନନଦୀରେ ଆସିଲା ବନ୍ୟାପାଣି। ନୀଳଗିରି ଅଞ୍ଚଳରେ ସୋନନଦୀରେ ଆସିଲା ବନ୍ୟପାଣି। ତିନୋଟି ପଂଚାୟତର ୪ ଟି ଗାଁ ଯୋଗାଯୋଗ ବିଚ୍ଛିନ୍ନ। ବାତ୍ୟା ଦାନା ପ୍ରଭାବରେ ଶୁକ୍ରବାର ଦିନ ସାରା ବର୍ଷା ଲାଗିରହିଥିଲା।ମୟୁରଭଞ୍ଜ ଜିଲ୍ଲା କାଳଡ୍ୟାମ ପାଣି ଛାଡିବା ପରେ ଏଭଳି ବନ୍ୟା ପରିସ୍ଥିତି ଆସିଥିବା ଜଣା ପଡିଛି।ବନ୍ୟପାଣି ଆସିବା ପରେ ନଈକୁଳିଆ ଆତଙ୍କିତ ହୋଇପଡିଛନ୍ତି।ବେଗୁନିଆ ଅଞ୍ଚଳରେ ନଦୀରୁ ଗାଁକୁ ବନ୍ୟା ପାଣି ପ୍ରବେଶ କରିଥିବା ଜଣାପଡ଼ିଛି।ବନ୍ୟପାଣି ଆସିବା ନେଇ ସୋନନଦୀ ଉପକୂଳ ଅଞ୍ଚଳ ବାଡ଼ିଆ, ସିଙ୍ଗିରୀ, ବେଗୁନିଆ, ତୁଟାପଡା, ସଂସାପାଳ ଗାଁ ପ୍ରଭାଭିତ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: