Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମହାନଦୀର ଶାଖା ନଦୀରୁ ଚାରି ଫୁଟିଆ କୁମ୍ଭୀର ଉଦ୍ଧାର

Odisha

ମହାନଦୀର ଶାଖା ନଦୀରୁ ଚାରି ଫୁଟିଆ କୁମ୍ଭୀର ଉଦ୍ଧାର

Ritu Das
Browse all articles by Ritu Das
·1 year ago
ମହାନଦୀର ଶାଖା ନଦୀରୁ ଚାରି ଫୁଟିଆ କୁମ୍ଭୀର ଉଦ୍ଧାର

ଅର୍ଗସ ବ୍ୟୁରୋ: ମହାନଦୀର ଶାଖା ନଦୀ ବାଙ୍କୀ ରଣା ନଦୀରେ କୁମ୍ଭୀର ବୁଲୁଥିବାର ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଚାରି ଫୁଟିଆ ଥଣ୍ଟିଆ କୁମ୍ଭୀରଟି ମହାନଦୀର ଗଭୀର ପାଣିରେ କେଉଁ ଆଡୁ ପଳାଇ ଆସି ରଣା ନଦୀରେ ବୁଲୁଥିଲା। 

କୁମ୍ଭୀରକୁ ଦେଖି ଲୋକେ ବାଙ୍କୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବାଙ୍କୀ ବନ ବିଭାଗ କର୍ମଚାରୀ ପହଞ୍ଚି ନଦୀରେ ବୁଲୁଥିବା ଚାରି ଫୁଟିଆ କୁମ୍ଭୀରକୁ ଉଦ୍ଧାର କରି ଆଣି ନନ୍ଦନକାନନରେ ଛାଡି ଦେଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A four-foot | Argus News