Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆରମ୍ଭ ହେଲା ରତ୍ନଗଣତିକୁ ନେଇ ହାଇଲେବଲ୍ ବୈଠକ 

Manini Pattanayak
Browse all articles by Manini Pattanayak
·2 years ago
ଆରମ୍ଭ ହେଲା ରତ୍ନଗଣତିକୁ ନେଇ ହାଇଲେବଲ୍ ବୈଠକ 

ପୁରୀ:  ଖୋଲାହେବ କି ରତ୍ନଭଣ୍ଡାର ଆଉ ଗଣତି ହେବ କି ଅଳଙ୍କାର। ଆରମ୍ଭ ହେଲା ରତ୍ନଗଣତିକୁ ନେଇ ହାଇଲେବଲ୍ ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆରମ୍ଭ ହେଲା ବୈଠକ। ସୁପ୍ରିମକୋର୍ଟ ଅଵସରପ୍ରାପ୍ତ ବିଚାରପତି ତଥା କମିଟିର ଅଧ୍ୟକ୍ଷ ଅରଜିତ ପଶାୟତଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ। ହାଇଲେବଲ୍ କମିଟିର ସମସ୍ତ ସଦସ୍ୟ ବୈଠକରେ ଉପସ୍ଥିତ।

ରତ୍ନଗଣତିକୁ ନେଇ ସରକାର ଗଠନ କରିଛନ୍ତି ଉଚ୍ଚସ୍ତରୀୟ ତଦାରଖ କମିଟି। କେବେ ରତ୍ନଭଣ୍ଡାର ଖୋଲାଯାଇ ଗଣତିମଣତି ହେବ ସେନେଇ ସମସ୍ତଙ୍କ ଅପେକ୍ଷା। ଭରଚୁଆଲ୍ ରେ ଯୋଡି ହୋଇଛନ୍ତି କମିଟିର ଉପସଭାପତି ଡକ୍ଟର ରମାକାନ୍ତ ପଣ୍ଡା 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A high-level meeting about gemstones began | Argus News