Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲଗାଣ ବର୍ଷାରେ ଭାଙ୍ଗିଲା ଘର

Odisha

ଲଗାଣ ବର୍ଷାରେ ଭାଙ୍ଗିଲା ଘର

Ritu Das
Browse all articles by Ritu Das
·1 year ago
ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଅର୍ଗସ ବ୍ୟୁରୋ: ବର୍ଷାରେ ଭାଙ୍ଗିଲା ଘର। ଲଗାଣ ବର୍ଷା ଦେଇ ଗଲା ଅଭାବୀକୁ ଦୁଃଖ। ଲଗାଣ ବର୍ଷାରେ ଘର ଭାଙ୍ଗିବା ପରେ ବେସାହାରା ଏବେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଫଳସାଗୋରା ଗାଁର ରାମ ସେଠିଙ୍କ ପରିବାର। ଘରଟିଏ ତିଆରି ପାଇ ନିଜ ପାଖରେ ଆବଶ୍ୟକ ଅର୍ଥ ନାହିଁ।  ସ୍ଥାନୀୟ ଏକ ଭଡାଘରେ କଟୁଛି ଜୀବନ। 

ତେବେ ସେ ଘରଖଣ୍ଡେ ପାଇ ଅନେକଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ ତେବେ ସରକାରଙ୍କ  ପ୍ରଧାନମନ୍ତ୍ରୀ ପକ୍କାଘର କେଉଁ ଗରିବ ଙ୍କ ପାଇଁ ବୋଲି ସେ ପ୍ରଶ୍ନକରିଥିଲେ। ତେବେ ତାଙ୍କୁ ଘର ଖଣ୍ଡେ ଯୋଗାଇ ଦେବାକୁ ଦାବି କରିଛନ୍ତି ରାମ ଓ ତାଙ୍କ ପତ୍ନୀ ରଜନୀ ସେଠି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A house destroyed | Argus News