Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହତ୍ୟା

Odisha

ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହତ୍ୟା

Banajyotshna Ray
Browse all articles by Banajyotshna Ray
·2 years ago
ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହତ୍ୟା

ଅର୍ଗସ ବ୍ୟୁରୋ: ଯାଜପୁର ସଦର ଥାନା ଅଞ୍ଚଳରେ ହତ୍ୟାକାଣ୍ଡ । ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛି । ସଦର ଥାନା ଜମଧର ଗାଁର କାଳନ୍ଦୀ ମଲ୍ଲିକ ହତ୍ୟାର ଶିକାର ହୋଇଛନ୍ତି । ଅଭିଯୁକ୍ତ ସୁରେନ୍ଦ୍ର ବେହେରାକୁ ପୋଲିସ ଗିରଫ କରିଛି । କାଳନ୍ଦୀ ସ୍ଥାନୀୟ ସରପଞ୍ଚଙ୍କୁ ଦେଖା କରି ଫେରିବା ବେଳେ, ସୁରେନ୍ଦ୍ର ତାଙ୍କୁ କଟୁରିରେ ହାଣି ହତ୍ୟା କରିଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ସୁରେନ୍ଦ୍ରକୁ ପୋଲିସ ଗିରଫ କରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
A mentally ill person kills another person | Argus News