Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଇଦ୍‌ ରେ ଭାଇଚାରାର ବାର୍ତ୍ତା, ମୁସଲମାନ ଭାଇଙ୍କୁ ଶୁଭେଚ୍ଛା ଜଣାଇଲେ ହିନ୍ଦୁ ଭାଇ 

Odisha

ଇଦ୍‌ ରେ ଭାଇଚାରାର ବାର୍ତ୍ତା, ମୁସଲମାନ ଭାଇଙ୍କୁ ଶୁଭେଚ୍ଛା ଜଣାଇଲେ ହିନ୍ଦୁ ଭାଇ 

Manini Pattanayak
Browse all articles by Manini Pattanayak
·2 years ago
ଇଦ୍‌ ରେ ଭାଇଚାରାର ବାର୍ତ୍ତା, ମୁସଲମାନ ଭାଇଙ୍କୁ ଶୁଭେଚ୍ଛା ଜଣାଇଲେ ହିନ୍ଦୁ ଭାଇ 

କଟକ : କଟକ ଜିଲ୍ଲା ନିଆଳିରେ ବେଶ୍ ଧୁମଧାମରେ ପାଳନ ହୋଇଛି ମୁସଲମାନ ଭାଇ ଭଉଣିଙ୍କର ଦାନ, ଧର୍ମର ପର୍ବ ଇଦ୍ ଉଲ୍ ଫିତର୍। ସବୁଠାରୁ ବଡ଼ କଥା ହେଲା ଏହି ଅବସର ରେ ନିଆଳି ର ହିନ୍ଦୁ ଭାଇ ମାନେ ମଧ୍ୟ ଉପସ୍ଥିତ ରହି ମୁସଲମାନ ଭାଇ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆଜି ସକାଳୁ ନିଆଳିର ଇଦଘା ପଡିଆ ରେ ସମୂହ ନମାଜ ପାଠ କରାଯାଇଥିଲା। ପରେ ଶୋଭାଯାତ୍ରା ରେ ନିଆଳି ବଜାର ପରିକ୍ରମା କରିଥିଲେ ମୁସଲମାନ ଭାଇମାନେ।  ଯେଉଁଥିରେ କି ହିନ୍ଦୁ ଭାଇମାନେ ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଗୋଟେ ମାସ ଧରି ଓଷା ରଖିବା ପରେ ଆଜି ଓଷା ଭାଙ୍ଗି ପର୍ବ ପାଳନ ହୋଇଥାଏ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A message of brotherhood on Eid, Hindu brother greets Muslim brother | Argus News