ପୋଖରୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ
·1 year ago

ଅର୍ଗସ ବ୍ୟୁରୋ: ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧୀନ ବିଜୟନଗର ପଞ୍ଚାୟତ ବେଗୁନିଆ ଗାଁରେ ଜଣେ ନାବାଳକ ପୋଖରୀକୁ ଶୌଚ ହେବାକୁ ଯାଇ ବୁଡି ଯାଇ ମୃତ୍ୟୁ ବରଣ କରିଛନ୍ତି। ଗ୍ରାମବାସୀ ଓ ପରିବାର ଲୋକ ପୋଖରୀ ମଧ୍ୟରୁ ନାବାଳକଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ମୃତ ନା ବାଳକ ହେଉଛନ୍ତି ବେଗୁନିଆ ଗାଁର ହାଡ଼ିବନ୍ଧୁ ଦାସଙ୍କ ପୁଅ ଅଜୟ ଦାସ। ଅଜୟଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: