Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ଗାଧୋଇବାକୁ ଯାଇ ନାବାଳକ ନିଖୋଜ

Odisha

 ଗାଧୋଇବାକୁ ଯାଇ ନାବାଳକ ନିଖୋଜ

Manini Pattanayak
Browse all articles by Manini Pattanayak
·1 year ago
 ଗାଧୋଇବାକୁ ଯାଇ ନାବାଳକ ନିଖୋଜ

ରାୟଗଡା: ଚାଟିକଣା ଗଦଗଦାରେ ଗାଧଇବାକୁ ଯାଇ ନାବାଳକ ନିଖୋଜ । ରାୟଗଡା ଚାଟିକଣା ପାତାଳେଶ୍ବର ମନ୍ଦିର ନିକଟସ୍ଥ ଗଦଗଦା ଠାର ଗାଧେଇବାକୁ ଯାଇ ନାବାଳକ ନିଖୋଜ ଥିବା ସୂଚନା । ନାବାଳକ ଜଣଙ୍କ ଗୁଣୁପୁର ଅଞ୍ଚଳର ସରୋଜ କୁମାର ମିଶ୍ର ବୋଲି ଜଣାପଡିଛି।

ବିଷମ କଟକ ଖାଲସାହିରେ ରହୁଥିବା ନିଜମାମୁ ଘରକୁ ଆଶିଥିଲେ ।  ଚାଟିକଣା ପାତାଳେଶ୍ବର ମନ୍ଦିର ନିକଟସ୍ଥ ଗଦଗଦା ନିକଟକୁ ଗାଧୋଇବାକୁ ଯାଇ ନିଖୋଜ ଥିବା ଜଣାପଡିଛି। ଘଟଣାସ୍ଥଳରେ ବିଷମକଟକ ଦମକଳବାହିନି ପହଞ୍ଚି ଛାନଭିନ୍ କରୁଛି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A minor missing after going for a swim | Argus News