କୋଏଲ ନଦୀରେ ବୁଡ଼ି ଜଣେ ନିଖୋଜ
·2 years ago

ଅର୍ଗସ ବ୍ୟୁରୋ: କୋଏଲ ନଦୀ ରେ ବୁଡି ଜଣେ ନିଖୋଜ। 5 ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ଜଣେ ବୁଡ଼ି ନିଖୋଜ ହୋଇଛନ୍ତି। ସେପଟେ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।
5 ଜଣ ସାଙ୍ଗ ଗୋପବନ୍ଧୁ ପାଲି ଅଞ୍ଚଳର ବୋଲି ଜଣାପଡ଼ିଛି।
ଓଡିଶା ଖବର ଆହୁରି ପଢନ୍ତୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: