ନଦୀରେ ବୁଡି ଜଣେ ନିଖୋଜ
·1 year ago

ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ବ୍ରହ୍ମବରଦା ନିକଟ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ନିଖୋଜ। ବ୍ରାହ୍ମବରଦା ଥାନା ମହେଶ୍ୱରପୁର ଗାଁର ତିନିଜଣ ସାଙ୍ଗ ଅପରାହ୍ନ ରେ ନଦୀ କୁ ଶୌଚ ହେବାକୁ ଯାଉଥିବା ବେଳେ ଦୁଇ ଜଣ ସାଙ୍ଗ ବ୍ରାହ୍ମଣୀ ନଦୀରେ ବୁଡି ଯାଇଥିଲେ। ଖବର ପାଇ କୁଆଖିଆ ଅଗ୍ନୀସମ ବାହିନୀ ଖୋଜାଖୋଜି କରି ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଛି। ଏହି ଘଟଣା ପରେ ନଦୀ କୂଳ ଲୋକାରଣ୍ୟ ହୋଇ ପଡିଛି। ତେବେ ଉଦ୍ଧାର ହୋଇଥିବ ଯୁବକ ଜଣକ ସୁସ୍ଥ ଥିବା ବ୍ରହ୍ମ ବରଦା ପୋଲିସ ସୂଚନା ଦେଇଛି ତାହା ସହ ତଦନ୍ତ ଜାରି ରହିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: