ଚଳନ୍ତା କାରରେ ଲାଗିଲା ନିଆଁ
·2 years ago

ଅର୍ଗସ ବ୍ୟୁରୋ: ଚଳନ୍ତା କାର ରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାରି ଯୁବକ। ଶେରଗଡ଼ ଛକ ନିକଟରେ ଗୋଟିଏ ମାରୁତି 800 କାର ପୋଡ଼ି ନଷ୍ଟ ହୋଇ ଯାଇଛି। ରେମୁଣା ମାଙ୍କିପୁର ଅଞ୍ଚଳରୁ ୪ ଜଣ ଯୁବକ ନୀଳଗିରି ଯାଉଥିବା ବେଳେ ହଠାତ ଗାଡିରୁ ଧୂଆଁ ବାହାରିବା ସହ ଗାଡ଼ି ନିଆଁ ଲାଗିବା ଆରମ୍ଭ ହୋଇଥିଲା ।
ଗାଡ଼ିରେ ୪ ଜଣ ଯୁବକ ଥିବା ବେଳେ ସମସ୍ତେ ସୁରକ୍ଷିତ ବାହାରକୁ ବାହାରି ଯାଇଛନ୍ତି। ତେବେ ନୀଳଗିରି ଅଗ୍ନିଶମ ବାହିନୀ ଖବର ପାଇଁ ଘଟଣାସ୍ଥଳ ରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: