Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୁକମାରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

Odisha

ସୁକମାରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

Banajyotshna Ray
Browse all articles by Banajyotshna Ray
·2 years ago
ସୁକମାରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ଅର୍ଗସ ବ୍ୟୁରୋ:  ଛତିଶଗଡ଼ ସୁକମାରେ ଏନକାଉଣ୍ଟର । DRG ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । ଯବାନମାନେ କୁମ୍ବିଙ୍ଗ ଅପରେସନରେ ଯାଇଥିବା ସମୟରେ ଗୁଳିବିନିମୟ ହୋଇଥିଲା । ଏନକାଉଣ୍ଟରରେ ଏକାଧିକ ନକ୍ସଲଙ୍କୁ ଗୁଳି ବାଜିଥିବା ସୂଚନା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିବାବେଳେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି । SP କିରଣ ଶର୍ମା ଏନକାଉଣ୍ଟରର ସୂଚନା ଦେଇଛନ୍ତି । ଏବେବି ଜାରି ରହିଛି ଗୁଳିବିନିମୟ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A Naxalite was killed in an encounter security forces in Chhattisgarh's Sukma | Argus News