Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପିଲା ଚୋର ସନ୍ଦେହରେ  ଅଣ ଓଡିଆ ଯୁବକଙ୍କୁ ନିସ୍ତୁକ ମାଡ

Odisha

ପିଲା ଚୋର ସନ୍ଦେହରେ  ଅଣ ଓଡିଆ ଯୁବକଙ୍କୁ ନିସ୍ତୁକ ମାଡ

Manini Pattanayak
Browse all articles by Manini Pattanayak
·2 years ago
ପିଲା ଚୋର ସନ୍ଦେହରେ  ଅଣ ଓଡିଆ ଯୁବକଙ୍କୁ ନିସ୍ତୁକ ମାଡ

 କଟକ : ପିଲା ଚୋର ସନ୍ଦେହରେ  ଅଣ ଓଡିଆ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ଲୋକେ ।   କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କଇଁ ମୁଣ୍ଡି ଫାଣ୍ଡି ନିକଟସ୍ଥ ପାଥପୁର ଗ୍ରାମରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଜଣେ ଅଣ ଓଡିଆ ଯୁବକ ଙ୍କୁ ପିଲା ଚୋର ସନ୍ଦେହ ରେ କିଛି ଯୁବକ  ନିସ୍ତୁକ ମାଡ଼ ମାରିଥିଲେ।  

ଯୁବକଙ୍କୁ  ଗ୍ରାମରେ ବୁଲାଉଥିବା ର ଖବର ପାଇ ପୋଲିସ ପହଞ୍ଚିଛି ଉଦ୍ଧାର କହିଛି।ଯୁବକ ଜଣକ ଅଲଗା ଭାଷା ରେ କଥାବାର୍ତ୍ତା କରୁ ଥିବାରୁ ପରିଚୟ ଜଣାପଡିନାହିଁ।  କଇଁମୁଣ୍ଡି ଫାଣ୍ଡି ପୋଲିସ  ଯୁବକ କୁ ଫାଣ୍ଡି ରେ ଅଟକ ରଖି ପଚରାଉଚରା କରୁଛି। ପରିଚୟ ଓ ଠିକଣା ଖୋଜୁଛି ପୋଲିସ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A non-Orissa youth is arrested on suspicion of being a child thief | Argus News