Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍କୁଲ ବସକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୧୦ ଛାତ୍ରୀ ଆହତ

Banajyotshna Ray
Browse all articles by Banajyotshna Ray
·1 year ago
ସ୍କୁଲ ବସକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୧୦ ଛାତ୍ରୀ ଆହତ

ଅର୍ଗସ ବ୍ୟୁରୋ:  କଟକ ଖାନନଗର ଟ୍ରାଫିକ ଛକରେ ସ୍କୁଲ ବସକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ସ୍କୁଲ ବସରେ ଥିବା କିଛି ଛାତ୍ରଛାତ୍ରୀ ଆହତ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଯାତ୍ରୀବାହୀ ବସ୍ ଚମ୍ପଟ ମାରୁଥିବା ବେଳେ ଥାନା ନିକଟରେ ଅଟକାଇଥିଲେ ସ୍ଥାନୀୟ ଜନସାଧାରଣ l ଏହି ଦୁର୍ଘଟଣାରେ ୧୦ ଛାତ୍ରୀ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଏ ସ ସି ବି ମେଡିକାଲରେ ଭର୍ତ୍ତି କରାଯାଇଥିଲା lଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଏଥିସହ ସିସିଟିଭି ଫୁଟେଜ ଆଧାରରେ ଦୁର୍ଘଟଣା ଘଟାଇଥିବା ବସ୍କୁ ଧରିବାକୁ ଚେଷ୍ଟା ଚଳାଇଛି।ସମସ୍ତ 10 ଜଣ ଛାତ୍ରୀ ପ୍ରାଥମିକ ଚିକିତ୍ସା ପରେ ଡିସ୍ଚାର୍ଜ କରାଯଇଛି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A passenger bus hit a school bus, 10 students were injured | Argus News