ରାସ୍ତା କଡର ଲୁହା ବାଡ଼ରେ ବାଡେଇ ହୋଇ ଜଣେ ମୃତ
·1 year ago

ଅର୍ଗସ ବ୍ୟୁରୋ: ବେପରୁଆ ଗାଡ଼ି ଚାଳନା ନେଲା ଜୀବନ। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ପାକଟିଆ ପେଟ୍ରୋଲପମ୍ପ ନିକଟରେ ରାସ୍ତା କଡ଼ରେ ଥିବା ଲୁହା ବାଡ଼ରେ ବାଡେଇ ହୋଇ ଜଣେ ଯୁବକଙ୍କ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।
ମୃତ ଯୁବକ ଜଣକ ବଡଭାଲିଆ ଗ୍ରାମର ଦୁର୍ଗା କିଷ୍କୁ (୩୦)। ଅସାବଧାନତା ଓ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: