Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛୁରୀମାଡରେ ଚାଲିଗଲା ଜଣଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago
ଛୁରୀମାଡରେ ଚାଲିଗଲା ଜଣଙ୍କ ଜୀବନ

ଅର୍ଗସ ବ୍ୟୁରୋ:  ପାଣ୍ଡିଆନଙ୍କ ନିର୍ବାଚୀନ ସଭା ପରେ ଅଘଟଣ । ସଭାପରେ ଛୁରୀମାଡରେ ଚାଲିଗଲା ଜଣଙ୍କ ଜୀବନ । ବୁଧବାର ଥିଲା ପାଣ୍ଡିଆନଙ୍କ ପଦ୍ମପୁର ନିର୍ବାଚନୀ ସଭା। ସ୍ଵତନ୍ତ୍ର ବିମାନ ଓ ହେଲିପ୍ୟାଡରେ ଆସି ନିର୍ବାଚନୀ ସଭାରେ ଯୋଗଦେଇଥିଲେ ଭି.କେ. ପାଣ୍ଡିଆନ। ହେଲେ ପାଣ୍ଡିଆନ୍ ସଭା ସାରି ଯିବା ପରେ ସେଠାରେ ହୋଇଥିଲା ଗଣ୍ଡଗୋଳ ଓ ଛୁରାମାଡ । ଆଉ ଯେଉଁଥିରେ ଚାଲିଯାଇଛି ଏକ ନିରୀହ ଜୀବନ । ଜଣେ ଅନ୍ୟ ଜଣକୁ ଛୁରୀ ମାରି ହୋଇ ଯାଇଥିଲା ଫେରାର ।  ପୋଲିସ ଫେରାର ଅଭିଯୁକ୍ତଙ୍କୁ ଖୋଜୁଥିବା ସହ ଘଟଣା ଉପରେ ତଦନ୍ତ କରୁଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A person's life is lost in a knife attack | Argus News