Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁଣି ଭାରରେ ବୁହାହେଲେ ଗର୍ଭବତୀ

Odisha

ପୁଣି ଭାରରେ ବୁହାହେଲେ ଗର୍ଭବତୀ

Banajyotshna Ray
Browse all articles by Banajyotshna Ray
·2 years ago
ପୁଣି ଭାରରେ ବୁହାହେଲେ ଗର୍ଭବତୀ

ଅର୍ଗସ ବ୍ୟୁରୋ:  ପୁଣି ଭାରରେ ବୁହାହେଲେ ଗର୍ଭବତୀ । ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଅନୁବିରିଡା ଜନନୀ ଜନ୍ତ୍ରଣା । ଗାଁର ଶ୍ୟାମ ଦୁରୁଆଙ୍କ ପତ୍ନୀ ଆପାଲାମା ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ଗାଁ ମୁଣ୍ଡରେ ରହିଯାଇଥିଲା ଆମ୍ବୁଲାନ୍ସ ।  ଫଳରେ ଗର୍ଭବତୀ ମହିଳାଙ୍କୁ  ଆମ୍ବୁଲାନ୍ସ କର୍ମଚାରୀ ଓ ସମ୍ପର୍କୀୟା ମାନେ ଭାରରେ ୪ କିମି ବୋହି ନେଇଥିଲେ ।

ଗର୍ଭବତୀ ମହିଳାଙ୍କୁ ପ୍ରଥମେ ଜନବାଇ ଡାକ୍ତରଖାନା ଓ ପରେ ଚିତ୍ରକୋଣ୍ଡା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ପ୍ରସୂତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ଦୁହେଁ ସୁସ୍ଥ ଥିବା ଜଣା ପଡ଼ିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a pregnant women carried in bed | Argus News