Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଧାୟକ ହାତପାଣ୍ଠିରୁ ନିର୍ମାଣ ହେଉଥିବା ଏକ ଡ୍ରେନକୁ ନେଇ ଉପୁଜିଛି ସମସ୍ୟା

Banajyotshna Ray
Browse all articles by Banajyotshna Ray
·2 years ago
ବିଧାୟକ ହାତପାଣ୍ଠିରୁ ନିର୍ମାଣ ହେଉଥିବା ଏକ ଡ୍ରେନକୁ ନେଇ ଉପୁଜିଛି ସମସ୍ୟା

ଅର୍ଗସ ବ୍ୟୁରୋ: ପୁଣି ବିବାଦରେ ଛନ୍ଦିହେଲେ ମୟୂରଭଞ୍ଜ ଜିଲ୍ଲା ମୋରଡା ବିଧାୟକ ରାଜକିଶୋର ଦାସ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ମୋରଡା ଛକଠାରେ ବିଧାୟକ ହାତପାଣ୍ଠିରୁ ନିର୍ମାଣ ହେଉଥିବା ଏକ ଡ୍ରେନକୁ ନେଇ ଉପୁଜିଛି ସମସ୍ୟା। ତରବାରିଆ ଭାବରେ ବ୍ଲକରେ ଫାଇଲ ଖୋଲାନଯାଇ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଲେଆଉଟ ନ ଦେଇ କିପରି କାର୍ଯ୍ୟ ହେଉଛି ତାକୁ ନେଇ ହୋଇଛି ଅଭିଯୋଗ। । ସ୍ଥାନୀୟ ଲୋକେ ବିରୋଧ କରିବାରୁ ବିଧାୟକଙ୍କ ଲୋକ ଆକ୍ରମଣ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A problem has arisen regarding a drain being constructed from the hands of MLA | Argus News