Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେନାଲରେ ଢଳା ହେଲା ବସ୍ତା ବସ୍ତା ଅର୍ପଣ ଚାଉଳ !

Odisha

କେନାଲରେ ଢଳା ହେଲା ବସ୍ତା ବସ୍ତା ଅର୍ପଣ ଚାଉଳ !

Manini Pattanayak
Browse all articles by Manini Pattanayak
·1 year ago·1 min read
କେନାଲରେ ଢଳା ହେଲା ବସ୍ତା ବସ୍ତା ଅର୍ପଣ ଚାଉଳ !

ପୁରୀ: କେନାଲରେ ଢଳା ହେଲା ବସ୍ତା ବସ୍ତା ଅରୁଆ ଚାଉଳ। ଆଉ ଏହି ଚାଉଳ ଅର୍ପଣ ଚାଉଳ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି।  ଯେଉଁ ମିନି ଟ୍ରକରେ ଅର୍ପଣ ଚାଉଳ ଅନ୍ୟତ୍ର ସ୍ଥାନାନ୍ତର ହେଉଥିଲା ସେହି ସମାନ ନମ୍ବର ଥିବା ଗାଡିରୁ ଚାଉଳ କେନାଲରେ ଢଳା ଯାଉଛି। ଯାହାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି।  

ନିମାପଡା-ଗୋପ ବ୍ରାଞ୍ଚ କେନାଲ ପାଣିରେ କୁଇଣ୍ଟାଲ କୁଇଣ୍ଟାଲ ଅରୁଆ ଚାଉଳ ଢଳା ଯାଇଛି। ଏହ ସହ ନିକଟ ବାୟାକୁଦା କେନାଲ ବ୍ରିଜ ନିକଟରେ ଗୋଟିଏ 407 ମିନି ଟ୍ରକରେ ଚାଉଳ ଆଣି କିଛି ଶ୍ରମିକ ଫିଙ୍ଗୁଥିବା ଦେଖିବାକୁ ମିଳିଛି। ଏହା ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଚାଉଳ ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଚାଉଳ କିଏ ଫିଙ୍ଗିଲା, କାହିଁକି ଏତେ ମାତ୍ରାରେ ଅର୍ପଣ ଚାଳଉକୁ କେନାଲରେ ଫିଙ୍ଗାଗଲା ? ଘଟଣାର ତଦନ୍ତ ହୋଇ.. ହେବ କି କାର୍ଯ୍ୟାନୁଷ୍ଠାନ ? 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
A quintal of Arua rice is waste in Nimapada-Gop branch canal water. | Argus News