Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାଜଧାନୀ ରାସ୍ତାରେ ଛାତିଥରା ଭିଡିଓ, ଅଳ୍ପକେ ବର୍ତ୍ତିଲା ଜୀବନ

Odisha

ରାଜଧାନୀ ରାସ୍ତାରେ ଛାତିଥରା ଭିଡିଓ, ଅଳ୍ପକେ ବର୍ତ୍ତିଲା ଜୀବନ

Swayangprajna Mishra
Browse all articles by Swayangprajna Mishra
·2 years ago
ରାଜଧାନୀ ରାସ୍ତାରେ ଛାତିଥରା ଭିଡିଓ, ଅଳ୍ପକେ ବର୍ତ୍ତିଲା ଜୀବନ

ଭୁବନେଶ୍ବର : ଅଳ୍ପକେ ବଂଚିଗଲା ଜୀବନ । ରାଜଧାନୀରେ ସାମ୍ନାକୁ ଆସିଥିଲା ଦୁର୍ଘଟଣାର ଛାତିଥରା ଭିଡିଓ । ସ୍କୁଟି ଉପରେ ଚଢ଼ିଗଲା ସ୍କୋଡା କାର । ବିଳମ୍ବିତ ରାତିରେ ସୈନିକ ସ୍କୁଲ ରାସ୍ତାରେ ଏପରି ଘଟଣା ଦେଖିବାକୁ ମିଳିଛି । ଯାହାର ସିସିଟିଭି ଭିଡିଓ ଭାଇରାଲ ହେବାରେ ଲାଗିଛି । ବ୍ୟକ୍ତି ଜଣକ ରାସ୍ତା ଉପରକୁ ଯାଉଥିବା ବେଳେ ହଠାତ ଏକ ସ୍କୋଡା କାର ଦ୍ରୁତଗତିରେ ମାଡିଆସି ବ୍ୟକ୍ତିଜଣକଙ୍କ ପାଖରେ ଥିବା ସ୍କୁଟିରେ ପିଟି ହୋଇଥିଲା ।

ଅଧିକ ପଢନ୍ତୁ : ଯାତ୍ରା ପାଟି ଟ୍ରକ ଦୃର୍ଘଟଣାରେ ଯୁବକ ମୃତ

ଯାହାଫଳରେ ବ୍ୟକ୍ତିଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ । କାର ଚାଳକ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ମାଡିବସି ପଚରାଉଚରା କରିଥିଲେ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
A Skoda car overlapse on the scooty | Argus News