Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମିଛ ରାଜ୍ୟ ସରକାରଙ୍କ ମା'ଙ୍କୁ ସମ୍ମାନର ନାରା

Odisha

ମିଛ ରାଜ୍ୟ ସରକାରଙ୍କ ମା'ଙ୍କୁ ସମ୍ମାନର ନାରା

Jitendra Dash
Browse all articles by Jitendra Dash
·2 years ago·1 min read
ମିଛ ରାଜ୍ୟ ସରକାରଙ୍କ ମା'ଙ୍କୁ ସମ୍ମାନର ନାରା

ଅର୍ଗସ ବ୍ୟୁରୋ : ଗୋଟେ ପଟେ ରାଜ୍ୟ ସରକାରଙ୍କ ମା'ଙ୍କୁ ସମ୍ମାନର ନାରା । ଆଉ ଏପଟେ ଦେଖିବାକୁ ମିଳିଛି ସରକାରୀ ବାବୁଙ୍କୁ ବ୍ୟବହାରର ଦେଖିବାକି ମିଳିଛି ଦୃଶ୍ୟ । ପୁଣି ଉଡ଼ିଲା ମା'ଙ୍କୁ ସମ୍ମାନର ଧଜିଆ । ଧଜିଆ ଉଡ଼ାଇଲେ ଖୋଦ ସରକାରୀ ବାବୁ । ଯାହାକୁ ନେଇ ସରଗମ ହୋଇଛି ଜଗତସିଂହପୁର ରାଜନୀତି । ଦେଖାଇଲେ ନାଲି ଆଖି । ଗରମ ହୋଇ ନାଲି ଆଖି ଦେଖାଇଲେ ଅଭିଯୋଗ ନେଇ ଆସିଥଇବା ମହିଳାଙ୍କୁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମହିଳା । 

ଆପଣ ଦେଖୁଥିବା ଭିଡ଼ିଓଟି ବର୍ତ୍ତମାନ ସୋସିଲା ମିଡ଼ିଆରେ ଭାଇରାଲ ହେବାର ଲାଗିଛି । ଭିଡ଼ିରେ ଦେଖୁଥିବା, ଚେୟାର ଉପରେ ବସିଥିବା ବାବୁ ଜଣକ ହୋଉଛନ୍ତି  ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକର ବିଡ଼ିଓ ବିକାଶ କୁମାର ମହାନ୍ତି । ଯୋଉଠି ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଏଠି ପ୍ରଶ୍ନ ଉଠୁଛି, କାହା ବଳରେ ବଳିୟାନ୍ ବିଡ଼ିଓ ମହାସୟ । ରାଜ୍ୟ ସରକାର ମା'ଙ୍କୁ ସମ୍ମାନର ନାରା ଦେଉଛନ୍ତି । କିନ୍ତୁ ଏପଟେ ସରକରୀ ବାବୁ ମା'ଙ୍କୁ ଅସମ୍ମାନ କରୁଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଭିଯୋଗ ନେଇ ଆସିଥିବା ଅଭିଯୋଗକରୀଣିଙ୍କୁ ନାଲି ଆଖି ଦେଖାଇ ଅଫିସ ଭିତରୁ ତଡ଼ିଦେଉଛନ୍ତି ବିଡ଼ିଓ ମହାସୟ । କିନ୍ତୁ ସେହି ସମୟରେ ରାଜନେତାଙ୍କୁ ବସିବାକୁ ଚେୟାର ଦେଉଛନ୍ତି ବିଡ଼ିଓ ମହାସୟ । ଯାହାକୁ ନେଇ  ଗରମ ହେଇଛି ବାଲିକୁଦା ବ୍ଳକ ବିଡ଼ିଓଙ୍କ ଅଫିସ୍ । ତେବେ ଦେଖିବାକୁ ବାକି ରହିଲା କି ପଦକ୍ଷପ ନେଉଛନ୍ତି ରାଜ୍ୟ ସରକାର । ନା ଖାଲି ଲୋକ ଦେଖାଣିଆ ଆକ୍ସନ ନେଇ କେସକୁ ରଫାଦଫା କରିଦେବେ ।
 

Painting
Sponsored
A slogan of honor to the mother of lying state government | Argus News