Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଧୋଉ ଥିବାବେଳେ ଡ୍ୟାମରେ ବୁଡ଼ି ଛାତ୍ର ନିଖୋଜ

Banajyotshna Ray
Browse all articles by Banajyotshna Ray
·2 years ago
ଗାଧୋଉ ଥିବାବେଳେ ଡ୍ୟାମରେ ବୁଡ଼ି ଛାତ୍ର ନିଖୋଜ

ଅର୍ଗସ ବ୍ୟୁରୋ: ଗାଧୋଉ ଥିବା ବେଳେ ଡ୍ୟାମରେ ବୁଡ଼ି ଛାତ୍ର ନିଖୋଜ । ରାୟଗଡ଼ା ସଦର ବ୍ଲକ ସିଲଟିଗୁଡା ଡ୍ୟାମରେ  ବୁଡି ଛାତ୍ର ନିଖୋଜ ହୋଇଯାଇଛନ୍ତି । ଛାତ୍ର ଜଣକ ରାୟଗଡ଼ା ସହର ସାଇପ୍ରିୟା ନଗର ବାସିନ୍ଦା ଏବଂ ସେ UGMIT ରେ ପଢ଼ନ୍ତି । ତାଙ୍କ ନାମ ବି.ଚୈତନ୍ୟ, ବୟସ ୧୯ ବର୍ଷ । ଗତକାଲି ସାଙ୍ଗ ମାନଙ୍କ ସହ ଡ୍ୟାମକୁ ଯାଇ ପହଁରିବା ବେଳେ ମଝିରେ ବୁଡି ଯାଇଥିଲେ । ଡ୍ୟାମ୍ ଭିତରେ ସାଙ୍ଗ ମାନେ ଚୈତନ୍ୟଙ୍କୁ ଖୋଜାଖୋଜି କରିଥିଲେ ହେଁ କୌଣସି ସନ୍ଧାନ ମିଳିନଥିଲା । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଖୋଜାଖୋଜି କରୁଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a student missing | Argus News