ଗନ୍ଧମାର୍ଦ୍ଧନ ପାହାଡରେ ଥିବା ଔଷଧୀୟ ବୃକ୍ଷଗୁଡିକୁ ସର୍ଭେ କରାଯାଉ: ପ୍ରଦୀପ

ଅର୍ଗସ ବ୍ୟୁରୋ: ବରଗଡ ସାଂସଦ ପ୍ରଦୀପ ପୁରୋହିତ ଲୋକସଭାରେ ଗନ୍ଧମାର୍ଦ୍ଧନ ପ୍ରସଙ୍ଗ ଉଠାଇଛନ୍ତି । ପାଇକମାଳରେ ଏହି ପାହାଡ ଉପରେ ସର୍ଭେ କରିବାକୁ ସେ ଦାବି ରଖିଛନ୍ତି । ପାହାଡରେ ଅନେକ ପ୍ରକାରର ଔଷଧୀୟ ବୃକ୍ଷ ଅଛି। ସେଗୁଡିକ ସମ୍ପର୍କରେ ଅଧିକ ଜାଣିବା ପାଇଁ ସର୍ଭେର ଆବଶ୍ୟକତା ରହିଛି । ଏଥିସହ ପାଇକମାଲ ଆୟୁର୍ବେଦ କଲେଜକୁ କେନ୍ଦ୍ର ସରକାର ନିଜ ଅଧୀନକୁ ନେବାକୁ ସେ ଦାବି କରିଛନ୍ତି ।
ପ୍ରଥମ ପ୍ରଶ୍ନ - ସମ୍ମାନୀୟ ବାଚସ୍ପତି ମହୋଦୟ | ଆପଣ ଙ୍କୁ ଧନ୍ୟବାଦ ଦେବାକୁ ଚାହୁଛି ଯେ ପ୍ରଥମ ଥର ଲାଗି ଲୋକସଭା ରେ ମତେ ତାରକା ପ୍ରଶ୍ନ ମାଧ୍ୟମ ରେ ପ୍ରଶ୍ନ ପଚାରିବା ର ସୁଯୋଗ ଦେଇଥିବାରୁ ମୋର ଯାହା ପ୍ରଶ୍ନ ଥିଲା ଏବଂ ସମ୍ମାନୀୟ ମନ୍ତ୍ରୀ ଙ୍କ ଉତ୍ତର ଆସିଛି । ମୁ ସମ୍ମାନୀୟ ମନ୍ତ୍ରୀ ଙ୍କୁ ଏହା ଜଣେଇବାକୁ ଚାହୁଛି ଯେ ଗୋଟିଏ ସମୟ ଥିଲା ପୁରାତନ ପଦ୍ଧତି ରେ ଚିକିତ୍ସା | ଧନ୍ଵନ୍ତରୀ ଜୀ ଙ୍କୁ ଆମେ ଭଗବାନ ତଥା ଦୁନିଆ ର ବଡ ଡାକ୍ତର ବୋଲି ମାନୁଥିଲୁ | ଏବଂ ଆୟୁରବେଦିକ ର ଯେଉ ପୁରାତନ ପଦ୍ଧତି ଥିଲା | ଗନ୍ଧମାର୍ଦ୍ଧନ କ୍ଷେତ୍ର ରୁ ମୁ ଆସିଛି | ଗନ୍ଧମାର୍ଦ୍ଧନ ର ଅର୍ଥ ବି ଆମେ ଜାଣିଛୁ |ରାମାୟଣ ଯୁଗ ରେ ହନୁମାନ ଜୀ ବିଶଲ୍ୟକରଣୀ ର ସନ୍ଧାନ ରେ ପୁରା ଗନ୍ଧମାର୍ଦ୍ଧନ କୁ ଉଠେଇ ନେଇଥିଲେ
ସେହି ଗନ୍ଧମାର୍ଦ୍ଧନ ପାହାଡ ତଳେ ଗୋଟିଏ ଆୟୁର୍ବେଦିକ କଲେଜ ଅଛି | ବୋଟାରିକା ସର୍ଭେ ର ଯେଉ ରିପୋର୍ଟ ଥିଲା ସେଥିରେ ୨୦୦୦ ରୁ ଅଧିକ ବୋଟାରିକାଲ ପ୍ଳାଣ୍ଟ ସେହି ଗନ୍ଧମାର୍ଦ୍ଧନ ରେ ମହଜୁଦ ଅଛି | ସେଥିରେ ୨୨୨ ଟି ଦୁର୍ଲଭ ବଡଶରି ଭାବରେ ଜଣାଯାଏ |ତାହାର ସର୍ଭେ ଠିକ ଢଙ୍ଗ ରେ ହେଇନାହି | ତାହାର ଏକ ସର୍ଭେ କରାଯିବ ସହ ମେଡ଼ିକାଲ କଲେଜ ର କେନ୍ଦ୍ର ସରକାର ଙ୍କ ଆୟଦିନ ବେକର ଅଧୀନ କୁ ନିଆଯିବ ମୋର ପ୍ରସ୍ତାବ ରହିଛି | ଏବଂ ସେହି କମିଟି ମଧ୍ୟ ତାଙ୍କ ହିସାବ ରେ ଲେଖିକି ମତେ ଦେଇଛନ୍ତି | ମୁ ଏହା ଜାଣିବାକୁ ଚାହୁଛି ଯେ ଏକ ସର୍ଭେ କରାଯାଉ ଯାହାଫଳ ରେ କି ଗନ୍ଧମାର୍ଦ୍ଧନ ପାହାଡ ଉପରେ କେତେ ଜଡିବୁଟୀ ଅଛି | ଏବଂ ଅନ୍ୟ କଥା ହେଲା ସେ କଲେଜ କୁ କେନ୍ଦ୍ର ସରକାର ନେବାକୁ ଚାହୁଛି ଓ ତା ଉପରେ ମଧ୍ୟ କିଛି ପ୍ରସ୍ତାବ ରହିଛି |
📱 Get Argus News App
✨ଦ୍ୱିତୀୟ ପ୍ରଶ୍ନ - ବନୌଷଧି ସମ୍ପର୍କ ରେ ଓଡ଼ିଶା ସରକାର ର ଯେଉ ରିପୋର୍ଟ ଆପଣ ଙ୍କ ପାଖରେ ଅଛି |ସେଠି ବିଜୁ ଜନତା ଦଳ ର ସରକାର ଥିଲା | ସେଠି ସେମାନେ ଏକ ଖଣି କମ ଚଳାଇଥିଲେ | ଯାହା ବିରୁଦ୍ଧ ରେ ଏକ ଆନ୍ଦୋଳନ ଚଳାଯାଇଥିଲା | ଏବଂ ସେହି ଆନ୍ଦୋଳନ ରୁ ମୁ ରାଜନୀତି କୁ ଆସିଥିଲି | ତ ତାଙ୍କ ରିପୋର୍ଟ ଟା ଠିକ ନଥିଲା |ମୁ ଆପଣ ଙ୍କୁ ଅନୁରୋଧ କରିବାକୁ ଚାହୁଛି | ବିଶଲ୍ୟକରଣି ସେହି ଗନ୍ଧମାର୍ଦ୍ଧନ ପାହାଡ ରୁ ବାହାରିଛି | ମୁ ଚାହୁଛି ଆପଣ ଙ୍କ ବିଭାଗ ତରଫ ରୁ ସର୍ଭେ କରିପାରିବେ କି ? ଆଉ ଗୋଟିଏ କଥାହେଲା ସେ ଆୟୁର୍ବେଦିକ କଲେଜ ଯେଉ ଅଛି ମୋଦୀ ଜୀ ଙ୍କ ଆସିବା ପରଠୁ ପୁରାତନ ଯେଉ ଚିକିସିୟା ପଦ୍ଧତି କୁ ଉନ୍ନତି କରାଯାଇଛି | ପ୍ରଥମ ତ ତାକୁ ରୋକୀ ଦିଆଯାଇଥିଲା | ସେଠି ଯେଉ ୨୦୦୦ ରୁ ଅଧିକ ବୋଟାରିକାଲ ମେଡିସିରାଲ ପାର୍ଟସନବସ ରହିଛି | ଯଦି ତାହାକୁ ଆମେ ବ୍ୟବହାର କରିପାରିବା ତେବେ ବୈମାନିକ ଉପରେ ଏକ ବଡ ଅନୁଷ୍ଟାନ କରିପାରିବା | ଏହା ଉପରେ କେନ୍ଦ୍ରସରକାର କୌଣସି ପ୍ରସ୍ତାବ ନେଇ ପାରିବେ କି ?
ଅଧିକ ପଢ଼ନ୍ତୁ ଓଡିଶା ଖବର: