Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମିଠା ବକ୍ସ ଭିତରୁ ବାହାରିଲା ଧମକପୂର୍ଣ୍ଣ ଚିଠି

Odisha

ମିଠା ବକ୍ସ ଭିତରୁ ବାହାରିଲା ଧମକପୂର୍ଣ୍ଣ ଚିଠି

Banajyotshna Ray
Browse all articles by Banajyotshna Ray
·2 years ago
ମିଠା ବକ୍ସ ଭିତରୁ ବାହାରିଲା ଧମକପୂର୍ଣ୍ଣ ଚିଠି

ଅର୍ଗସ ବ୍ୟୁରୋ: ରାଜଧାନୀ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ରହୁଥିବା ଜଣେ ବ୍ୟବସାୟୀଙ୍କ ସହ ଘଟିଛି ଆଶ୍ଚର୍ଯ୍ୟ ଜନକ ଘଟଣା। ଉପହାରରେ ମିଠା ବକ୍ସ ମିଳିଥିଲା। କିନ୍ତୁ ମିଠା ବକ୍ସ ଖୋଲିବା ମାତ୍ରେ ବକ୍ସ ଭିତରୁ ମିଳିଛି ଗୋଟିଏ ଧମକପୂର୍ଣ୍ଣ ଚିଠି ଓ ୨ଟି ଜୀବନ୍ତ ଗୁଳି। ଏନେଇ ବ୍ୟବସାୟୀ ପୁଲିସ୍‌ରେ ଅଭିଯୋଗ କରିବା ପରେ ଅଜଣା ଦୁର୍ବୃତ୍ତଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
A threatening letter came out of the sweet box | Argus News