Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଳ ବୈଶାଖ ପ୍ରଭାବରେ ଜଳି ଗଲା ତିନି ବଖରା ଘର

Rashmita Mishra
Browse all articles by Rashmita Mishra
·2 years ago
କାଳ ବୈଶାଖ ପ୍ରଭାବରେ ଜଳି ଗଲା ତିନି ବଖରା ଘର

ଅର୍ଗସ ବ୍ୟୁରୋ: କାଳା ବୈଶାଖ ପ୍ରଭାବରେ ଜଳି ଗଲା ତିନି ବଖରା ଘର । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ପଂଚାୟତ ର ମାହାରାକୁଳ ଗ୍ରାମରେ ଘଟିଛି ଏଭଳି ଘଟଣା । ବିଜୁଳି ମାରି ତିନି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ।କାଳବୈଶାଖୀ ପ୍ରଭାବ ରେ ବିଜୁଳି ମାରିବା ରୁ ଏ ଘଟଣା ଘଟିଛି।ତିନି ବଖରା ଘର ସମ୍ପୂର୍ଣ ଭାବେ ପୋଡ଼ି ପାଉଁଶ ହେଇଯାଇଛି। ଘରର ଅନେକ ଦାମୀ ଜିନିଷ ପତ୍ର ସହ ମୂଲ୍ୟବାନ ଜିନିଷ ମଧ୍ୟ ପୋଡ଼ି ଯାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଥିଲି ମଧ୍ୟ କିନ୍ତୁ ଆୟତ୍ତ କରିବାର ବିଫଳ ହୋଇଥିଲେ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A three-room house was burnt due to the effect of Kala Baisakh | Argus News