Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଇଟା ଭାଟିରୁ ତିନି ବର୍ଷର ଶିଶୁପୁତ୍ର ନିଖୋଜ 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଇଟା ଭାଟିରୁ ତିନି ବର୍ଷର ଶିଶୁପୁତ୍ର ନିଖୋଜ 

ବାଲେଶ୍ୱର: ଇଟା ଭାଟିରୁ ତିନି ବର୍ଷର ଶିଶୁପୁତ୍ର ନିଖୋଜ । ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା କୁଣ୍ଡୁଳି ଗ୍ରାମରେ ଥିବା ଟାଟା ଇଟା ଭାଟିରେ ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳର କାସରାଇ ମାରାଣ୍ଡି ଚଳିତ ବର୍ଷ କାମ କରିବା ପାଇଁ  ସ୍ତ୍ରୀ ଓ ଦୁଇ ପୁଅକୁ ନେଇ ଆସିଥିଲେ ।

କିନ୍ତୁ ଗତ କାଲି କାସରାଇ ଏବଂ ତାଙ୍କ ସ୍ତ୍ରୀ ଖାଇବାକୁ ବସିଥିବା ବେଳେ ତାଙ୍କ ୩  ବର୍ଷ ର ବଡ ପୁଅ ହରି ମାରାଣ୍ଡି ଇଟା ଭାଟିରେ ଖେଳୁଥିଲା । ଖାଇ ସାରି କାସରାଇ ପୁଅକୁ ଖୋଜିଲା ବେଳକୁ ପାଇ ନଥିଲେ ବହୁ ସମୟର ଖୋଜା ଖୋଜି ପରେବି ପୁଅକୁ ପାଇ ନଥିଲେ । ଆଜି କାସରାଇ ରାଇବଣିଆ ଥାନା ରେ ପୁଅ ନିଖୋଜ ର ଅଭିଯୋଗ ପରେ ରାଇବଣିଆ ପୋଲିସ ଓ ଜଳେଶ୍ଵର ଏସଡିପିଅ ଘଟଣାସ୍ଥଳରେ ଇଟା ଭାଟି ସହିତ ବିଭିନ୍ନ ସ୍ଥାନରେ ବିଭିନ୍ନ ଦିଗରୁ ଛାନଭିନ ଆରମ୍ଭ କରିଛି  । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A three-year-old boy is missing from a brick kiln in balasore | Argus News