Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଭୀର ସମୁଦ୍ରରେ ଭାସି ଯାଇ ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ

Smruti Parija
Browse all articles by Smruti Parija
·1 year ago
ଗଭୀର ସମୁଦ୍ରରେ ଭାସି ଯାଇ ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ

ପୁରୀ: ପୁଣି ସମୁଦ୍ର ସ୍ନାନ ହେଲା କାଳ। ଗଭୀର ସମୁଦ୍ରରେ ଭାସି ଯାଇ ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ । ମୃତ ପର୍ଯ୍ୟଟକ ଜଣକ ହେଲେ ପଶ୍ଚିମ ବଙ୍ଗର ଶୁଶାନ୍ତ ଅଧିକାରୀ । ସର୍ଗଦ୍ୱାର ନିକଟ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ଜୁଆରରେ ଭାସି ଯାଇଥିଲେ ଶୁଶାନ୍ତ । ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A tourist died after drowning in the deep sea | Argus News