Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛତିଶଗଡରୁ କୋଣାର୍କ ବୁଲି ଆସିଥିବା ପର୍ଯ୍ୟଟକ ଗାଡି ଦୁର୍ଘଟଣା ଗ୍ରସ୍ତ, ୮ ଆହତ

Banajyotshna Ray
Browse all articles by Banajyotshna Ray
·1 year ago
ଛତିଶଗଡରୁ କୋଣାର୍କ ବୁଲି ଆସିଥିବା ପର୍ଯ୍ୟଟକ ଗାଡି ଦୁର୍ଘଟଣା ଗ୍ରସ୍ତ, ୮ ଆହତ

ଅର୍ଗସ ବ୍ୟୁରୋ:  ଆଜି ମଧ୍ୟାନ ସମୟରେ ଛତିଶଗଡରୁ କୋଣାର୍କ ବୁଲି ଆସିଥିବା ପର୍ଯ୍ୟଟକ ଗାଡି କୋଣାର୍କ ଖଲ୍ଲିକୋଟପାଟଣା ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି l ସୂଚନା ଅନୁସାରେ ଛତିଶଗଡର ଏହି ପର୍ଯ୍ୟଟକ ପ୍ରଥମେ ପୁରୀ ବୁଲିସାରିବା ପରେ କୋଣାର୍କ ମଧ୍ୟ ବୁଲିଥିଲେ । ଫେରିବା ବାଟରେ ଖଲ୍ଲିକୋଟପାଟଣାଠାରେ ଏକ କାରକୁ ଅତିକ୍ରମ କରିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ବସରେ ମୋଟ 42 ଜଣ ଥିବାବେଳେ ଡ୍ରାଇଭର ସମେତ ମୋଟ 8 ଜଣ ଆହତ ହୋଇଛନ୍ତି l ସେଥି ମଧ୍ୟରୁ 3ଜଣ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ହସ୍ପିଟାଲକୁ ସ୍ଥାନରେ ହୋଇଛନ୍ତି l

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A tourist vehicle coming from Chhattisgarh met with an accident, 8 injured | Argus News