Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News -  ରାସ୍ତା ମଝିରେ ଓଲଟିଲା ଧାନ ବୋଝେଇ ଟ୍ରକ 

Odisha

 ରାସ୍ତା ମଝିରେ ଓଲଟିଲା ଧାନ ବୋଝେଇ ଟ୍ରକ 

Manini Pattanayak
Browse all articles by Manini Pattanayak
·2 years ago
 ରାସ୍ତା ମଝିରେ ଓଲଟିଲା ଧାନ ବୋଝେଇ ଟ୍ରକ 

କଳାହାଣ୍ଡି:  ଗତ ରାତି ୧୧ ଟା ସମୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବୋରିଆ ଗାଁ ରେ ଓଲଟିଲା ଧାନ ବୋଝେଇ ଟ୍ରକ। ସୂଚନା ମୂତାବିକ ଟ୍ରକ୍ ଟି ଚାରବହାଲ ମଣ୍ଡିରୁ ଧାନ ନେଇ କେସିଙ୍ଗା ବଗାଡ ରାଇସ ମିଲ କୁ ଯାଉଥିଲା।

ଟ୍ରକ୍ ଟି ରାତି ସାରା ଜାତୀୟ ରାଜପଥ-୨୬ ରେ ପଡ଼ିଥିବା ଯୋଗୁ ଗମନା ଗମନ ରେ ମଧ୍ୟ ବାଧା ପ୍ରାପ୍ତ ସୃଷ୍ଟି  ହେଇଥିଲା। ତେବେ କଣ ପାଇଁ ଟ୍ରକ୍‌ ଟି ଓଲଟି ପଡିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
A truck carrying paddy overturned in the middle of the road | Argus News