Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହୋମଗାର୍ଡଙ୍କୁ ଚାପି ଦେଲା ମାଲବାହୀ ଟ୍ରକ

Ritu Das
Browse all articles by Ritu Das
·2 years ago
ହୋମଗାର୍ଡଙ୍କୁ ଚାପି ଦେଲା ମାଲବାହୀ ଟ୍ରକ

ଅର୍ଗସ ବ୍ୟୁରୋ: ହୋମଗାର୍ଡଙ୍କୁ ଚାପି ଦେଲା ମାଲବାହୀ ଟ୍ରକ। ଘଟଣାସ୍ଥଳରେ ହୋମଗାର୍ଡ ମୃତ। ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ଦୋଛକିରେ ଡ୍ୟୁଟି କରିବା ବେଳେ ଘଟିଛି ଦୁର୍ଘଟଣା। ପାରାଦୀପ ଲକ୍ ଥାନା ଅଧୀନରେ ଦୋଛକି ଠାରେ ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ। 

ବିଳମ୍ବିତ ରାତିରେ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଡ୍ୟୁଟି କରୁଥିଲେ। ପ୍ରତିବାଦରେ ରାଜପଥ ଅବରୋଧ କରିଛନ୍ତି ବାଲିଡିଆ ଗ୍ରାମର ଗ୍ରାମବାସୀ। ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A truck | Argus News