Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଗଣ୍ଡଗୋଳର ଭିଡିଓ ଭାଇରଲ

Banajyotshna Ray
Browse all articles by Banajyotshna Ray
·1 year ago
ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଗଣ୍ଡଗୋଳର ଭିଡିଓ ଭାଇରଲ

ଅର୍ଗସ ବ୍ୟୁରୋ:  ଗଣେଶ ମେଢ଼ ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଗଣ୍ଡଗୋଳର ଭିଡିଓ ଭାଇରଲ। ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ଗଣେଶ ମେଢ଼ ଭଷାଣି ବେଳେ ଅଘଟଣ । ସୋରଳ ବସଷ୍ଟାଣ୍ଡ ସାହି ଓ କେଉଟ କଇଠା ମଧ୍ୟରେ ଡିଜେ ଓ ଡ୍ୟାନ୍ସକୁ ନେଇ ପ୍ରଥମେ ବଚସା ହୋଇଥିଲା । ପରେ ମାତାଲ ଅବସ୍ଥାରେ କିଛି ଅସାମାଜିକ ଯୁବକ ବ୍ଲେଡ ସାହାଯ୍ୟରେ ଅତର୍କିତ ଓ ସଂଘବଦ୍ଦ ଆକ୍ରମଣ କରିଥିଲେ । ଏକାଧିକ ଯୁବକ ଲହୁଲୁହାଣ ହୋଇ ଗୁରୁତର ଆହତ ହୋଇଛନ୍ତି । ଗାଁରେ ଚାପା ଉତ୍ତେଜନା ଲାଗିରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A video of the clash between the two groups went viral during Bhasani | Argus News