Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶ୍ରୀମନ୍ଦିରରେ ୪ ଦ୍ବାର ନ ଖୋଲିବାର କରୁଣ ପରିଣତି 

Odisha

ଶ୍ରୀମନ୍ଦିରରେ ୪ ଦ୍ବାର ନ ଖୋଲିବାର କରୁଣ ପରିଣତି 

Manini Pattanayak
Browse all articles by Manini Pattanayak
·2 years ago
ଶ୍ରୀମନ୍ଦିରରେ ୪ ଦ୍ବାର ନ ଖୋଲିବାର କରୁଣ ପରିଣତି 

 ପୁରୀ:  ଶ୍ରୀମନ୍ଦିରରେ ୪ ଦ୍ବାର ନ ଖୋଲିବାର କରୁଣ ପରିଣତି । ସିଂହଦ୍ବାରରେ ଭକ୍ତଙ୍କ ପ୍ରବଳ ସମାଗମ ।  ଠେଲାପେଲା,  ନିୟନ୍ତ୍ରଣ ହେଉନି ଭିଡ଼ । ବାଧ୍ୟ ହୋଇ ପଶ୍ଚିମ ଦ୍ବାର ଦେଇ ଭକ୍ତ ଯିବାକୁ ଉଦ୍ୟମ କରୁଛନ୍ତି । ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଭକ୍ତଙ୍କ ପ୍ରବଳ ଭିଡ଼ ଓ ଠେଲାପେଲା ଯୋଗୁ ଜଣେ ମହିଳା ଭକ୍ତ ଆହତ ହୋଇଛନ୍ତି ।

ପ୍ରବଳ ଖରା, ଗରମ ସାଙ୍ଗକୁ ଏ ଭିଡ଼ରେ ଆକ୍ତାମାକ୍ତ ଶ୍ରଦ୍ଧାଳୁ । ପୂର୍ବରୁ ୪ ଦ୍ବାର ଖୋଲିବାକୁ ବାରମ୍ବାର ଦାବି ହୋଇଆସୁଥିଲେ ବି,  ରାଜ୍ୟ ସରକାର କେବଳ ସିଂହଦ୍ବାରକୁ ଛାଡ଼ି ଅନ୍ୟ ୩ ଦ୍ବାର ଖୋଲୁନାହାନ୍ତି । ଯାହାର ପରିଣତି ଭୋଗୁଛନ୍ତି ଭକ୍ତ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A woman devotee was injured due to the heavy crowd and pushing of the devotees at the west gate of the temple. | Argus News