Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳାଙ୍କ ମୃତଦେହ

Ritu Das
Browse all articles by Ritu Das
·2 years ago
ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳାଙ୍କ ମୃତଦେହ

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସୋରଡା ଥାନା ରୁମାପଲ୍ଲୀ ଗ୍ରାମରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ରକରି ବେକରେ ରଶି ଲଗାଇ ପତ୍ନୀର ଆତ୍ମହତ୍ୟା କରିଛନ୍ତି। ମୃତକ  ହେଲେ ରୁବି ବିଷୋୟୀ। ରୁମାପଲ୍ଲୀ ଗ୍ରାମର ରାଜୁ ବିଶୋୟୀ କଇଠଗୁଡା ଗ୍ରାମର ରୁବିଙ୍କୁ ବିବାହ କରିଥିଲେ। 

ଦୁଇ ଦିନ ଧରି ଉଭୟ ପତି ପତ୍ନୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଘରେ କେହି ନଥିବା ବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ରାଜୁ ବିଶୋୟୀ ଘଟଣା ସମ୍ପର୍କରେ ସୋରଡ଼ା ଥାନାରେ ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A woman's body was | Argus News