Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିଶାରେ ନିଜ ଘର ଜାଳିଦେଲା ଯୁବକ

Odisha

ନିଶାରେ ନିଜ ଘର ଜାଳିଦେଲା ଯୁବକ

Smruti Parija
Browse all articles by Smruti Parija
·2 years ago
ନିଶାରେ ନିଜ ଘର ଜାଳିଦେଲା ଯୁବକ

ମୟୂରଭଞ୍ଜ: ନିଶା ଖାଇ ନିଜ ଘର ଜାଳିଦେଲା ଜଣେ ଯୁବକ । ଜଣେ ନିଶାସକ୍ତ ଯୁବକ ଏପରି ଉନ୍ମୁକ୍ତ କାଣ୍ଡ ରଚିଛି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସହରସାହି ଗ୍ରାମରେ । ଗ୍ରାମର କଟିଆ ଦେହୁରୀ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଆଉ ନିଶାସକ୍ତ ଅବସ୍ଥାରେ ଘଟାଇ ବସିଲେ ଅମାନବୀୟକାଣ୍ଡ । ନିଜ ଘରେ ନିଜେ ଲଗାଇଦେଲେ ନିଆଁ ।  

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A young man burnt his house in a drunken state | Argus News