Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଠ ଫାଳିଆରେ ପିଟିପିଟି ଯୁବକଙ୍କୁ ହତ୍ୟା

Rashmita Mishra
Browse all articles by Rashmita Mishra
·1 year ago
କାଠ ଫାଳିଆରେ ପିଟିପିଟି ଯୁବକଙ୍କୁ ହତ୍ୟା

ଅର୍ଗସ ବ୍ୟୁରୋ: କାଠ ଫାଳିଆରେ ପିଟିପିଟି ଯୁବକଙ୍କୁ ହତ୍ୟା । ଆତ୍ମସମର୍ପଣ କରିଥିବା ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା କରିଛି ପୋଲିସ । ନୂଆପଡା ଜିଲ୍ଲା ଖଡ଼ିଆଳ ସହର ର ଗୋଶାଳା ନିକଟରେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଯୁବକ ଜଣଙ୍କ ଲକ୍ଷ୍ମୀପୁର ଗାଁର ମିତୁ ବାରିକ ୉ ଗୋଶାଲା ଛକ ନିକଟରେ ଥିବା ଅଭିଯୁକ୍ତ ବେଣୁଧର ମାଝୀ ମିତୁ ଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଥିରେ ଅଭିଯୁକ୍ତ ବେଣୁଧର ମାଝୀ ଙ୍କୁ ପୋଲିସ ଅଟକ ରଖି ଅଧିକ ପଚରା ଉଚୁରା କରୁଛି । ଏ ନେଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତି ପୂରଣ ଦାବି ନେଇ ଖଡ଼ିଆଳ ଥାନା ଆଗରେ ଗର୍ଜିଛନ୍ତି ଲୋକେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A young man was beaten to death in a wooden hollow | Argus News