ବଜ୍ରାଘାତରେ ଜଳିଗଲେ ଯୁବକ
·2 years ago

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇରେ କାଳବୈଶାଖୀ ତାଣ୍ଡବ । ବଜ୍ରାଘାତରେ ଜଳିଗଲେ ଯୁବକ । ମୃତ ଯୁବକ ଟୁକୁରି ହାଜିରା ଗାଁର ରଞ୍ଜନ ପ୍ରମାଣିକ ।
ଚିଙ୍ଗୁଡ଼ି ଘେରିରେ କାମ କାରିବାକୁ ଯାଇଥିଲେ ରଞ୍ଜନ । ବର୍ଷା ଆସିଯିବାରୁ କୁଡ଼ିଆ ଭିତରେ ଆଶ୍ରୟ ନେଇଥିଲେ । ବଜ୍ରାଘାତ ପଡି ଘର ସହ ଯୁବକ ଜଳି ଯାଇଥିବା ସୂଚନା ।.
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: